Тёмный

Live | ସାମ୍ନାକୁ ଆସିଛି ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ପୁଅଙ୍କର ଏକ ଭିଡିଓ 

Argus News
Подписаться 1,3 млн
Просмотров 254 тыс.
50% 1

Live | ସାମ୍ନାକୁ ଆସିଛି ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ପୁଅଙ୍କର ଏକ ଭିଡିଓ | 14 May 2024 | Argus News Live
#argusnews #bigbreaking #breakingnews #jharsuguda #nabadas #gopaldas
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
RU-vid : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Опубликовано:

 

13 май 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 499   
@sidd5547
ଆମକୁ ନବ ଦାସଙ୍କ ହତ୍ୟା ରେ ଯେତିକି ଦୁଃଖ ଓ ଚିନ୍ତା ହେଇଛି ତାର କାଣିଚାଏ ଦୀପାଳୀ ଦାସ ପାଖରେ ଦିଶୁନି। ସିଏ ବିଧାୟିକା ହେଇ ବହୁତ ଖୁସି। ବାପା ର ହତ୍ୟା ହେଲା ହେଲେ ଝିଅ ହତ୍ୟାକାରୀ ର କ୍ରୀତଦାସ। ଧିକ ଏମିତି ଝିଅ
@Manas_Bhoi
BJD ନବୀନ ହଟାଅ ଓଡ଼ିଶା ବଞ୍ଚାଅ 👈👈👈
@niranjanpanda8574
ଏହା ପ୍ରଥମରୁ ଲୋକେ ଜାଣି ସାରିଛନ୍ତି।ତାମିଲ ଶାସନରେ ଦୁର୍ନୀତି, ଚୋରି, ନାରୀ, ହତ୍ଯା ସାଧାରଣ ହୋଇ ଗଲାଣି।
@umakantsethi8909
ଆମ ଓଡ଼ିଶା ଲୋକ ମାନେ କିଛି ବୁଝି ପାରୁ ନାହାଁନ୍ତି ଯୋ କି bjd କୁ ଭୋଟ ଦେଉଛନ୍ତି
@MADANSOREN-kq7sg
ନବୀନ ପାଣ୍ଡିଆନ ବିଜେଡ଼ି ହଟାଅ ଓଡ଼ିଶା ବଞ୍ଚାଅ
@ani_bhumi8215
ଓଡିଶା କୁ ଏକାଧିକ ଗୋପାଳ ଦାଶ ଦରକାର।
@raghumaninayak9593
ଗୋପାଳ ଦାସଙ୍କ ପୁଅ ଠିକ କହୁଛନ୍ତି
@sanjaykumardas334
ନବଦାସ ମରିବା କାରଣ ତାଙ୍କ ଝିଅ ସବୁ ଜାଣିଛି ହେଲେ ରାଜନୀତି ଲାଳସା ରେ ଦୀପାଳି ଗୋଟେ ଭଲ ରୁଲ କରୁଛି
@trilochandash3657
ତଦନ୍ତ ଠିକ୍ ବାଟରେ ହୋଇ ନଥିବା ପ୍ରାୟ ଜଣାଯାଏ ।
@subashmajhi2341
ଦେଖନ୍ତୁ ତାଙ୍କ ପୁଅ ଙ୍କୁ ବିପଦ ହେଇପାରେ CBI ଯାଞ୍ଚ ହଉ 🙏🙏🙏
@GaneshPanigrahi-xu7vr
ଓଡ଼ିଶାର ସମସ୍ତ ଗଣମାଧ୍ୟମଗୁଡିକ ମଧ୍ୟରେ "ଅର୍ଗସ ନିଉଜ ଚ୍ୟାନେଲ" ହିଁ କେବଳ ଗୋଟିଏ ବାସ୍ତବଧର୍ମୀ, ମୂଲ୍ୟଯୁକ୍ତ, କର୍ତ୍ତବ୍ୟଶୀଳ, ଉପଯୁକ୍ତ ମୂଲ୍ୟବାନଯୁକ୍ତ ସମ୍ପାଦନାରେ ବ୍ରତୀ, ରାଷ୍ଟବାଦୀ, ସ୍ୱଚ୍ଛ,ମୁକ୍ତ ଓ ନିର୍ମଳ ଭାବମୂର୍ତ୍ତି ସମ୍ପର୍ଣ୍ଣ ଗଣମାଧ୍ୟମ ଅଟେ।
@angadmallickangadmallik8554
ତୋ ବାପା କେଉଁ ଯୁଦ୍ଧ କ୍ଷେତ୍ରରେ ମରିଥିଲା ଆଲାଯୁକି ଲଜ୍ଜ୍ୟା ଲାଗୁନି
@janta_123
ପଣ୍ଡିଆ ମାରିଚି କାହିକିନା ନବ ଥିlଲେ ପାଣ୍ଡିଆ ଶାସନ୍ କରିପାରିନ ଥାନ୍ ପୁଝିଲୋ
@dhamirona8662
ସାଙ୍ଘାତିକ ଅଭିଯୋଗ, କେନ୍ଦ୍ର ଗୋଇନ୍ଦା ସଂସ୍ଥା ତଦନ୍ତ କରୁ
@Bhagabannaik541
ଅପ୍ରିୟ ସତ କଥା 👍
@user-jq8nw7fx7o
ଯେତେ ଚାପିଲେ ମଧ୍ୟ ଡରନ୍ତୁନି ଆଜ୍ଞା ଜୟ ଆର୍ଗସ❤❤❤❤❤❤
@janta_123
ଅର୍ଗୁସ୍ ନେଜୁ ନମର୍ 1ମିଡ଼ିଆ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤durgha ସାର୍🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤❤❤❤❤❤❤
@drmedia5418
ଜଣେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ମାରିଦିଆଗଲା କିନ୍ତୁ ହିଞ୍ଜଡ଼ା ସରକାର କିଛି କରି ପାରିଲାନି
@user-et4hp2kd9j
BJP jindabad jindabad jindabad jindabad
@satyaseth1485
Argus news number 1❤❤❤
Далее
Nobody Can Do it🚗❓
00:15
Просмотров 3,8 млн
Dora’s Tyla Dance is Everywhere 😨 #shorts
00:14
Просмотров 2,5 млн