Тёмный

Rok Thok Live | ପିହୁ ମା- ନ୍ୟାୟ- ପିଏମ୍ | 05 Mar 2024 | Argus News 

Argus News
Подписаться 1,3 млн
Просмотров 126 тыс.
50% 1

Rok Thok Live | ପିହୁ ମା- ନ୍ୟାୟ- ପିଏମ୍ | 05 Mar 2024 | Argus News
#ArgusNews #RokThok #odisha
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
RU-vid : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Опубликовано:

 

4 мар 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 546   
@udaynathray4251
ମୋନାଲିସା ଭଉଣୀ ଆପଣ ଓଡିଶା ବିଜେପି ସମ୍ପାଦକ ମନମୋହନ sir ଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଙ୍କ ପାଖକୁ ଯାନ୍ତୁ
@manumajhi5469
ଏଭଳି ସରକାରଙ୍କୁ ହଟେଇବା ଦରକାର 4ବର୍ଷ ହେଲାଣି ସରକାର କଣ କରୁଛି ଗୋଟିଏ ମା ଙ୍କୁ ନ୍ୟାୟ ଦେଇ ପାରୁନି ....
@saajanswastik9240
ପିହୁ କେସ୍ ରେ ନିଶ୍ଚୟ ବିଜେଡି ନେତା କିମ୍ବା ମନ୍ତ୍ରୀ ସଂଶ୍ଲିଷ୍ଟ ଅଛନ୍ତି ତେଣୁ ନ୍ୟାୟ ତ ଦୁରର କଥା ନିରିହ ପରିବାରକୁ ସରକାର ଓ ପୋଲିସ୍ ନିର୍ଯ୍ଯାତନା ଦେଉଛନ୍ତି ଯାହା କଷ୍ଟଦାୟକ ଓ ଦୁଃଖଦାୟକ😢😢😢
@LambodarKanhar-sc4bd
ଦୁର୍ଗା ସାର ଆପଣ ଠିକ ନ୍ୟାୟ ଦେବେ ଆପଣ ଙ୍କ ଉପରେ ପୁରାବିଶ୍ୟାଷ ଅଛି
@DeepakKumar-rf6rr
ଛି ଛି ମୋତେ ରାଗ ଲାଗୁଛି ଆଉ ଦୁଃଖ ଭି ଲାଗୁଛି ୟେ ଭଳି ସରକାର odisha ରେ ଅଛି,😢 ହଟାଇ ଦିଅ ରେ ଓଡ଼ିଶା ବାସୀ ଆଉ କେତେ ଦିନ ମଦ ମାଉସ ଖାଇ vote ଦେବ ୟେ କୁଳାଙ୍ଗାର sarakar କୁ 😢
@drgoutambiswal6717
ମୋନାଲିସା ଭଉଣୀ ଏ ଦେଶରେ ନୀତି ନିୟମ ଆଦର୍ଶ କିଛି ନାହିଁ 😢 ଭାଗ୍ୟ ଆଦରି ରହିବା ଠିକ ହେବ 😢 ନବୀନ ପଟ୍ଟନାୟକ ଅନ୍ଧ ମୂକ ବଧିର
@LambodarKanhar-sc4bd
ସାର ଓଡିଶା ର ନ୍ୟାୟ ଆପଣଙ୍କ ହାତରେ pls sir. 👏
@husenpradhan7171
ଏହି ପୁଲିସ୍ ରାକ୍ଷସ ଗୁଡ଼ାକ
@Balaram.143
ଓଡ଼ିଶା ପୋଲିସ ର ଖାଲି ରାଜନୀତି ଚାଲିଛି କିଛି ତଦନ୍ତ ହଉନି ବୁଢ଼ା ଦାହା ମିଛ କହୁଛି ଛି ଛି ଓଡିଶା ପୋଲିସ ତମ ମାନକୁ ଲଜ୍ଜ୍ୟା ଲାଗିବ କଥା
@user-xn8wz9yv7r
ନବିନବାବୁ ଆଇନ୍ ନଦେଲ ନରେନ୍ଦ୍ର ମେଦି ଆଇନ୍ ଦେବେ🚩🚩🚩
@BalaramPradhan-wr4eu
ଏ ପାଗଳବିଜେଡି ଗଣେଶ କୁ କାହିଁକି ଡାକୁଛନ୍ତି ଆଜ୍ଞା, ବିଜେଡି ମୁର୍ଦ୍ଦାବାଦ
@debabratadas4918
ନବୀନ ଥିବା ପର୍ଯ୍ୟନ୍ତ ନ୍ୟାୟ କେହି ପାରବେ ନାହିଁ ନବୀନ ହଟାଅ ଓଡ଼ିଶା ବଞ୍ଚାଅ ...
@dillipsahoo9541
ଏ ମା ର ଦୁଃଖ ଶୁଣି ବହୁତ୍ କଷ୍ଟ ଲାଗୁଚି ଏ ସରକାର ମା କୁ ସମ୍ମାନ ଦେଉଚି ଛି ଛି ତମ ମୁଁହ କୁ ଛାପ ପକେବା କୁ ଈଛା ହେଉନି ଏ ସରକାର କୁ 2024 ରେ ହଟଅ
@binodinibhoi3204
ଏ ଗଣେଶ ସାହୁ ପାଗଳର ପ୍ରଳାପ କରୁଛି। ଏ ପାଗଳ କୁ ରୋକ୍ ଠୋକ୍ କାର୍ଯ୍ୟ କ୍ରମ କୁ କାହିଁକି ଡକା ଯାଇଥିଲା
@user-ie2ex1nk8d
ଓଡ଼ିଶା ପୋଲିସ ଯଦି ନ୍ୟାୟ ଦେଉ ଥାନ୍ତେ କଣ ପାଇଁ ମହିଳା ଙ୍କୁ ରାସ୍ତାରୁ ଉଠାଇ କାହିଁକି
@suryakantamahalik3462
ମୋନାଲିଶା ମାଡାମ,,,ମୋ ମନ କହୁଛି ସେ ଝିଅ ବଞ୍ଚିଥିବ... ଆପଣ ଜଗନ୍ନାଥ ଙ୍କ ଉପରେ ଭରଷା ରଖି ଥରୁଟିଏ ବାଗେଶ୍ୱର ବାବାଙ୍କୁ ଦେଖା କରନ୍ତୁ...🙏🙏🙏🙏
@odiatokavlogs4570
ଦେବାଶିଷ ଭାଇ ବହୁତ ଭଲ କାମ କରୁଛ ଏମିତି କର
@RabindraPuhan-ui4pm
ଏଭଳି ସରକାର କୁ ବିଦା,କର, ନହେଲେ ଦେଶ ବରବାଦ ହେଇଯିବ
@susilpattanaik3660
ବିଜେଡି ହଟାଅ,ଓଡ଼ିଶା ବଞ୍ଚାଅ
@HarikrishnaGouda
ଏହି ବୁଢ଼ା କୁ କଣ ପାଇଁ ଡାକୁଛନ୍ତି ସଲକୁ କିଛି ଜଣାନାହିଁ ଚୋର
Далее
Nobody Can Do it🚗❓
00:15
Просмотров 3,8 млн
🎙ПЕСНИ ВЖИВУЮ от КВАШЕНОЙ🌹
3:09:38
Nobody Can Do it🚗❓
00:15
Просмотров 3,8 млн